This is to notify that the payment of admission fees and admission update process for Degree Courses has been extended on 20th and 21st June 2025 till 3:00 PM. Accordingly, you are requested to connect with the students who are yet to complete the process and ensure it is done within the extended timeline.

ଏତତଦ୍ଵାରା ଆପଣ ମାନଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଅଛି ଯେ , ଚଳିତ ବର୍ଷ +3 ଡିଗ୍ରୀ ପାଠ୍ୟକ୍ରମ ର ପ୍ରଥମ ରାଉଣ୍ଡ ରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ନାମଲେଖା ଦେୟ ଏବଂ ନାମଲେଖା ଅପଡେଟ ପ୍ରକ୍ରିୟା ୨୦ ଓ ୨୧ ଜୁନ ୨୦୨୫ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରି ପ୍ରକ୍ରିୟାଟି ନିର୍ଦ୍ଧାରିତ ସମୟ ସୀମାଭିତରେ ସମାପ୍ତ କରିବାକୁ ଅନୁରୋଧ କରାଯାଉଅଛି।

Recommended Posts

No comment yet, add your voice below!


Add a Comment

Your email address will not be published. Required fields are marked *